इस जानकारी को छोड़ दें

ବାଇବଲରୁ ଜାଣନ୍ତୁ

ବାଇବଲରେ ଜୀବନର ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନଗୁଡ଼ିକର ସଠିକ୍‌ ଉତ୍ତର ମିଳିଥାଏ। ଏଥିରେ ଥିବା ପରାମର୍ଶ ଇତିହାସର ପ୍ରତ୍ୟେକ ସମୟରେ ଲାଭଦାୟକ ପ୍ରମାଣିତ ହୋଇଆସିଛି। ଏହି ବିଭାଗରେ ଆପଣ ଜାଣିବାକୁ ପାଇବେ ଯେ ଆପଣ ବାଇବଲ ଉପରେ କାହିଁକି ଭରସା ରଖିପାରିବେ, ସେଥିରୁ ସମ୍ପୂର୍ଣ୍ଣ ଲାଭ କିପରି ପାଇପାରିବେ ଏବଂ ଏହା ଆପଣଙ୍କ ପାଇଁ କିପରି ବ୍ୟବହାରିକ ହୋଇପାରିବ।—୨ ତୀମଥି ୩:୧୬, ୧୭.

 

ମୁଖ୍ୟାଂଶ

ବହି ଓ ପୁସ୍ତିକା

ସୁଖୀ ପରିବାରର ରହସ୍ୟ କʼଣ?

ଅନେକ ଭାବନ୍ତି ଯେ ଟଙ୍କା ପଇସା ପରିବାରର ସୁଖର କାରଣ ହୋଇଥାଏ, କିନ୍ତୁ ଏହା କି ସତ୍ୟ?

ବହି ଓ ପୁସ୍ତିକା

ସୁଖୀ ପରିବାରର ରହସ୍ୟ କʼଣ?

ଅନେକ ଭାବନ୍ତି ଯେ ଟଙ୍କା ପଇସା ପରିବାରର ସୁଖର କାରଣ ହୋଇଥାଏ, କିନ୍ତୁ ଏହା କି ସତ୍ୟ?

ଯିହୋବାଙ୍କ ସାକ୍ଷୀମାନଙ୍କ ସହ ବାଇବଲ ଅଧ୍ୟୟନ କରନ୍ତୁ

ଆମେ ଆପଣଙ୍କୁ ଭେଟିପାରିବା

ବାଇବଲରୁ ଜଡ଼ିତ କୌଣସି ପ୍ରଶ୍ନ ଉପରେ ଚର୍ଚ୍ଚା କରନ୍ତୁ କିମ୍ବା ଯିହୋବାଙ୍କ ସାକ୍ଷୀମାନଙ୍କ ବିଷୟରେ ଅଧିକ ଜାଣନ୍ତୁ ।

ବାଇବଲର ଗଭୀର ଭାବେ ଅଧ୍ୟୟନ କରନ୍ତୁ

ବାଇବଲ ଶିଖିବା ପାଇଁ ଦିଆଯାଇଥିବା କୌଣସି ଉପାୟକୁ ବ୍ୟବହାର କରି ଆପଣଙ୍କୁ ଭଲ ଲାଗୁଥିବା ବିଷୟକୁ ଆହୁରି ଭଲ ଭାବରେ ଜାଣନ୍ତୁ ।

ପବିତ୍ର ଶାସ୍ତ୍ରର ପରାମର୍ଶ ଆପଣଙ୍କୁ ସାହାଯ୍ୟ କରିପାରେ

କିଶୋରକିଶୋରୀ ଓ ଯୁବାମାନଙ୍କ ପାଇଁ ସାହାଯ୍ୟ

କିଶୋରକିଶୋରୀ ଓ ଯୁବାମାନଙ୍କ ଜୀବନରେ ସାଧାରଣତଃ ଯେଉଁସବୁ ପରିସ୍ଥିତି ଓ ସମସ୍ୟା ଆସେ, ସେଗୁଡ଼ିକୁ ସାମନା କରିବା ପାଇଁ ବାଇବଲ କିପରି ସାହାଯ୍ୟ କରିପାରେ, ତାହା ଜାଣନ୍ତୁ ।

ଖେଳ ଖେଳରେ ଶିଖ

ଆପଣଙ୍କ ପିଲାମାନଙ୍କୁ ବାଇବଲ ଆଧାରିତ ନୈତିକ ଶିକ୍ଷା ଦେବା ପାଇଁ ଶିଖିବାର ମଜାଦାର୍‌ ଉପାୟର ସାହାଯ୍ୟ ନିଅନ୍ତୁ।

ପବିତ୍ର ଶାସ୍ତ୍ର କʼଣ କହେ ?

ବିଜ୍ଞାନ ଓ ପବିତ୍ର ଶାସ୍ତ୍ର

ବାଇବଲରେ ବିଜ୍ଞାନ ସହ ଜଡ଼ିତ ଯେଉଁ କଥାଗୁଡ଼ିକ ଲେଖାଅଛି, କʼଣ ସେଗୁଡ଼ିକ ସଠିକ୍‌ ? ବାଇବଲରେ ଲେଖାଥିବା କଥାଗୁଡ଼ିକ ବିଷୟରେ ବୈଜ୍ଞାନିକମାନେ ଯାହା କହନ୍ତି, ତାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।