इस जानकारी को छोड़ दें

ନୋହ—ବିଶ୍ୱାସ ଯୋଗୁଁ ଆଜ୍ଞା ମାନିଲେ

ନୋହ ଯିହୋବାଙ୍କ ଉପରେ ବିଶ୍ୱାସ କଲେ ଏବଂ ଆଜ୍ଞା ମାନିଲେ । ଜାଣନ୍ତୁ ଯେ ତାʼ ଯୋଗୁଁ ସେ ଦୁଷ୍ଟ ଜଗତରୁ କିପରି ରକ୍ଷା ପାଇଲେ । ଆଦି ପୁସ୍ତକ ୬:୧–୮:୨୨; ୯:୮-୧୬ ଉପରେ ଆଧାରିତ ଅଛି ।