इस जानकारी को छोड़ दें

ଯାକୁବ—ତାଙ୍କୁ ଝଗଡ଼ା ନୁହଁ, ଶାନ୍ତି ପସନ୍ଦ ଥିଲା

ଧ୍ୟାନ ଦିଅନ୍ତୁ ଯେ ଅନ୍ୟମାନଙ୍କ ସହ ଶାନ୍ତି ବଜାୟ ରଖିବା ପାଇଁ ଯାକୁବ କʼଣ କʼଣ କଲେ ? ଆଦି ପୁସ୍ତକ ୨୬:୧୨-୨୪; ୨୭:୪୧–୨୮:୫; ୨୯:୧୬-୨୯; ୩୧:୩୬-୫୫; ୩୨:୧୩-୨୦; ୩୩:୧-୧୧ ଉପରେ ଆଧାରିତ ଅଛି ।