इस जानकारी को छोड़ दें

‘ଯିହୋବା ସେମାନଙ୍କୁ ଆନନ୍ଦିତ କଲେ’

ଜାଣନ୍ତୁ ଯେ ଯିରୁବାବ୍ବିଲ, ମହାଯାଜକ ଯିହୋଶୂୟ ଓ ବାବିଲରୁ ଫେରିଥିବା ଯିହୁଦୀମାନେ ବିରୋଧ ସତ୍ତ୍ୱେ କିପରି ନିଜ ଖୁସି ବଜାୟ ରଖି ସାହସ ଓ ବିଶ୍ୱାସର ପ୍ରମାଣ ଦେଲେ । ଏଜ୍ରା ୧:୧-୬; ୩:୧-୬, ୧୦-୧୩; ୪:୧-୭, ୧୧-୧୬; ୫:୩-୫; ୬:୬-୧୨, ୨୨; ହାଗୟ ୧:୨-୧୧; ୨:୩-୯; ଯିଖରୀୟ ୧:୧୨-୧୬; ୨:୭-୯; ୩:୧, ୨; ୪:୬, ୭ ପଦଗୁଡ଼ିକ ଉପରେ ଆଧାରିତ ।