ପ୍ରହରୀଦୁର୍ଗ—ଅଧ୍ୟୟନ ସଂସ୍କରଣ ଡିସେମ୍ବର ୨୦୨୩

ଏହି ସଂଖ୍ୟାରେ ୫ ଫେବୃୟାରୀ–୩ ମାର୍ଚ୍ଚ, ୨୦୨୪ ପାଇଁ ଅଧ୍ୟୟନ ଲେଖା ଦିଆଯାଇଛି ।

ଅଧ୍ୟୟନ ଲେଖା ୫୦

ଧାର୍ମିକ ହେବା ପାଇଁ ବିଶ୍ୱାସର ସହ କାମ ବି ଜରୁରୀ

୫-୧୧ ଫେବୃୟାରୀ, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଅଧ୍ୟୟନ ଲେଖା ୫୧

ଆମ ଆଶା କାହାଣୀ ନୁହେଁ !

୧୨-୧୮ ଫେବୃଆରୀ, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ମଦ ବିଷୟରେ ଈଶ୍ୱରଙ୍କ ଚିନ୍ତାଧାରା ଆପଣାନ୍ତୁ

କିଛି ଲୋକ ହୁଏତ ନିର୍ଦ୍ଧାରିତ କରିବେ ଯେ ସେମାନେ ମଦ ପିଇବେ ନାହିଁ, କିନ୍ତୁ କିଛି ଲୋକ ପିଅନ୍ତି । ଜଣେ ଖ୍ରୀଷ୍ଟିୟାନ ମଦ ପିଇବାର ଖରାପ ପରିଣାମଗୁଡ଼ିକରୁ କିପରି ବଞ୍ଚିପାରିବ ?

ଅଧ୍ୟୟନ ଲେଖା ୫୨

ଯୁବା ଭଉଣୀମାନେ ପ୍ରୌଢ଼ ଖ୍ରୀଷ୍ଟିୟାନ ହୁଅନ୍ତୁ !

୧୯-୨୫ ଫେବୃୟାରୀ, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଅଧ୍ୟୟନ ଲେଖା ୫୩

ଯୁବା ଭାଇମାନେ ପ୍ରୌଢ଼ ଖ୍ରୀଷ୍ଟିୟାନ ହୁଅନ୍ତୁ !

୨୬ ଫେବୃୟାରୀ–୩ ମାର୍ଚ୍ଚ, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଆପଣଙ୍କୁ ମନେ ଅଛି କି ?

କʼଣ ଆପଣ ଏବେକାର ପ୍ରହରୀଦୁର୍ଗ ପତ୍ରିକାଗୁଡ଼ିକ ପଢ଼ିଛନ୍ତି ଓ ତାʼର ମଜା ନେଇଛନ୍ତି ? ଦେଖନ୍ତୁ ଯେ କʼଣ ଆପଣଙ୍କୁ ସେଥିରେ ଲେଖାଥିବା କଥା ମନେ ଅଛି ।

ବିଷୟଗୁଡ଼ିକର ସୂଚୀ ପ୍ରହରୀଦୁର୍ଗସଜାଗ ହୁଅ ! ୨୦୨୩

ପ୍ରହରୀଦୁର୍ଗସଜାଗ ହୁଅ ! ୨୦୨୩ରେ ଆସିଥିବା ଲେଖାଗୁଡ଼ିକର ବିଷୟ ମୁତାବକ ସୂଚୀ ।

ଅନୁଭୂତି

ଜାଣନ୍ତୁ ଯେ ଜଣେ ଭଉଣୀ କିପରି ସୁଯୋଗ ଖୋଜି ସାକ୍ଷ୍ୟ ଦେଲେ ଏବଂ ଦେଖାଇଲେ ଯେ ତାଙ୍କ ହୃଦୟରେ ଅନ୍ୟମାନଙ୍କ ପାଇଁ କରୁଣା ଅଛି ।