इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

କʼଣ ଆପଣ କେବେ ଭାବିଛନ୍ତି ?

କʼଣ ଆପଣ କେବେ ଭାବିଛନ୍ତି ?
  • ଯଦି ଈଶ୍ୱର ଆମକୁ ଭଲ ପାଆନ୍ତୁ, ତାହେଲେ ସେ କାହିଁକି ହଜାର ହଜାର ବର୍ଷରୁ ଦୁଷ୍ଟତା ଓ ଦୁଃଖକଷ୍ଟକୁ ରହିବାକୁ ଦେଇଛନ୍ତି ?

  • ଆମେ କିପରି ଭରସା କରିପାରିବା ଯେ ଦିନେ ଦୁଷ୍ଟତା ଶେଷ ହୋଇଯିବ ?

  • ଆମେ କିପରି ଜାଣୁ ଯେ ବାଇବଲରେ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଯାହା ବି ଲେଖାହୋଇଛି, ତାହା ନିଶ୍ଚୟ ପୂରା ହେବ ?

  • କʼଣ ବାଇବଲର ପରାମର୍ଶକୁ ମାନିଲେ ମୋତେ କୌଣସି ଲାଭ ହେବ ?

ଆମ ସୃଷ୍ଟିକର୍ତ୍ତା ଆମକୁ ପ୍ରେମ କରନ୍ତି । ସେଥିପାଇଁ ସେ ବାଇବଲରେ ଏହିସବୁ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇଛନ୍ତି । ଏବିଷୟରେ ଆପଣ ଆମ ୱେବସାଇଟ୍‌ www.dan124.comରେ ଯାଇ ପଢ଼ିପାରିବେ । ଏହି ୱେବସାଇଟ୍‌ରେ ବାଇବଲର ଶିକ୍ଷାଗୁଡ଼ିକ ମିଳେ ।

ଏହି ୱେବସାଇଟ୍‌ରେ ଅନେକ ଲେଖା, ଅଡିଓ ରେକର୍ଡିଙ୍ଗ୍‌, ଭିଡିଓ, ଇଣ୍ଟରଭ୍ୟୁ, ଅଭ୍ୟାସ, ବହିପତ୍ରିକାବାଇବଲ ଉପଲବ୍ଧ ଅଛି । ଏଠାରେ ସବୁକିଛି ମାଗଣାରେ ମିଳେ ଆଉ ଆପଣଙ୍କୁ କୌଣସି କଥା ପାଇଁ ବାଧ୍ୟ କରାଯିବ ନାହିଁ ।