୨୦୨୧ ଆଞ୍ଚଳିକ ଅଧିବେଶନର କାର୍ଯ୍ୟକ୍ରମ

ଶୁକ୍ରବାର

ଶୁକ୍ରବାରର କାର୍ଯ୍ୟକ୍ରମ ଲୂକ ୧୭:୫ ପଦ ଉପରେ ଆଧାରିତ​—⁠“ଆମ୍ଭମାନଙ୍କର ବିଶ୍ୱାସ ବଢ଼ାଇ ଦିଅନ୍ତୁ ।”

ଶନିବାର

ଶନିବାରର କାର୍ଯ୍ୟକ୍ରମ ଯିହୂଦା ୩ ଉପରେ ଆଧାରିତ​—⁠‘ବିଶ୍ୱାସ ସପକ୍ଷରେ ପ୍ରାଣପଣରେ ଯୁଦ୍ଧ କରନ୍ତୁ ।’

ରବିବାର

ରବିବାରର କାର୍ଯ୍ୟକ୍ରମ ମାଥିଉ ୨୦୨୧ ପଦ ଉପରେ ଆଧାରିତ—“ଯଦି ତୁମ୍ଭମାନଙ୍କ ବିଶ୍ୱାସ ଥାଏ . . . , ତାହାହେଲେ ତାହା ଘଟିବ ।”

ଉପସ୍ଥିତ ସମସ୍ତଙ୍କ ପାଇଁ ସୂଚନା

ଉପସ୍ଥିତ ସମସ୍ତଙ୍କ ପାଇଁ ଜରୁରୀ ସୂଚନା