इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ହେବ ନାହିଁ ଡେରି (୨୦୨୩ ଅଧିବେଶନର ଗୀତ)

ହେବ ନାହିଁ ଡେରି (୨୦୨୩ ଅଧିବେଶନର ଗୀତ)

(ହବକ୍‌କୂକ ୨:୩)

ଡାଉନଲୋଡ୍‌:

  1. ୧. ସୁନ୍ଦର ଧରା, କି ମନୋହରା !

    ତୋ ରଚନାକୁ, ଗଢ଼ି ସଜାଇଲ ।

    ଯୁଗ ବଦଳେ, ନା ବଦଳୁ ତୁ,

    କର ଅପେକ୍ଷା କରିବାକୁ ନୂଆ ।

    (ଘୋଷା)

    ଆସୁ ପାରଦୀଶ କରୁ ଏ କାମନା ।

    ଦେଖିବା ସେ ଦିନକୁ,

    ଦିଅନ୍ତୁ ହେ ପିତା, ଧୈର୍ଯ୍ୟ ମୋ ମନକୁ,

    ଜାଣୁ ତୁମ ପ୍ରତିଜ୍ଞା,

    ହେବନି ଡେରି ।

  2. ୨. ସେ ସମୟରେ ବଞ୍ଚିବେ ସବୁ

    ଧୈର୍ଯ୍ୟର ପିତା, ରଖୁ ଆମେ ଆଶା

    ଦେବ ପ୍ରିୟଙ୍କୁ ଜୀବନ ନୂଆ

    କରୁ ଆମକୁ ତୁ ପ୍ରେମ ଅପାର ।

    (ଘୋଷା)

    ଆସୁ ପାରଦୀଶ କରୁ ଏ କାମନା ।

    ଦେଖିବା ସେ ଦିନକୁ,

    ଦିଅନ୍ତୁ ହେ ପିତା, ଧୈର୍ଯ୍ୟ ମୋ ମନକୁ,

    ଜାଣୁ ତୁମ ପ୍ରତିଜ୍ଞା,

    ହେବନି ଡେରି ।

  3. ୩. ନମ୍ର ହୃଦୟ ଖୋଜୁଛ ସଦା,

    ଧୈର୍ଯ୍ୟ ଧରୁଛ କରିବାକୁ ନିଜ ।

    ଖୁସି ମନରେ କରୁ ପ୍ରଚାର,

    ଭଲ ସଙ୍ଗତି ପାଉ ତୋ ପାଖରେ ।

    (ଘୋଷା)

    ଆସୁ ପାରଦୀଶ କରୁ ଏ କାମନା ।

    ଦେଖିବା ସେ ଦିନକୁ,

    ଦିଅନ୍ତୁ ହେ ପିତା, ଧୈର୍ଯ୍ୟ ମୋ ମନକୁ,

    ଜାଣୁ ତୁମ ପ୍ରତିଜ୍ଞା,

    ହେବନି ଡେରି ।

    ସାହାଯ୍ୟ କର ପିତା ।

(କଲ. ୧:୧୧ ମଧ୍ୟ ଦେଖନ୍ତୁ ।)